ମକୁଟା

ଉଇକିଅଭିଧାନ‌ରୁ

ମକୁଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମକୁଟ)[ସମ୍ପାଦନା]

୧. ମୋଟା ପାଟରେ ତିଆରି ଏକ ପ୍ରକାର ମଠା —୧. Cloth made of coarse or worsted silk.
୨. ବାଉଳି; ଘରର ହାତିଅନ୍ଧ ଉପରର ଚାଳରେ ପଦାକୁ ବାହାର କରାଯାଇ ବନ୍ଧାଯାଇଥିବା ନଡ଼ା ଗୋଛା — ୨. Straw projecting from the gable-roof.
୩. ନାହାଚାଳିଆ ଘରର ହାତିଅନ୍ଧ ଉପରର ତ୍ରିଭୁଜା— କାର ଅଂଶ —୩. Bable of a thatched house.