ମକୁନ୍ଦି

ଉଇକିଅଭିଧାନ‌ରୁ

ମକୁନ୍ଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମୁକୁନ୍ଦ)[ସମ୍ପାଦନା]

୧. ମୁକୁନ୍ଦ; ଶ୍ରୀକୃଷ୍ଣ; ବିଷ୍ଣୁ —୧. Bishṇu.
୨. ମୁକୁନ୍ଦ— ନାମକ ବ୍ୟକ୍ତିର ଡାକ ନାମ —୨. Name for calling Mukunda.

(ଉ—ଖାଲି ମୁକୁନ୍ଦା ଫେର୍ ଫାର୍, ଦୋହୋରି ପଇସା ଅଣ୍ଟାରେ ମାର୍—ଢଗ)