ମକୁର
ଦେଖଣା
ମକୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମନ୍କ୍ ଧାତୁ=ଭୂଷିତ କରିବା+କରଣ. ଉର)
[ସମ୍ପାଦନା]- ୧. ମୁକୁର; ଦର୍ପଣ —୧. Looking glass; mirror.
- ୨. (+କର୍ତ୍ତ. ଉର) ମୁକୁଳ; କଢ଼ି — ୨. Bud; blossom.
- ୩. କୁମ୍ଭାକାରର ଦଣ୍ଡ; କୁଲାଳ ଦଣ୍ଡ —୩. The rod or handle of the potterr's wheel.
- ୪. କକୁଳ ବୃକ୍ଷ —୪. The Bakuḻa tree
- ୫. କୁନ୍ଦ ଫୁଲ —୫. The Arabain jasmine (Apte).