ମକ୍କଲ

ଉଇକିଅଭିଧାନ‌ରୁ

ମକ୍କଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀମାନଙ୍କ ଶୂଳରୋଗ ବିଶେଷ —A kind of colic of females.

[ଦ୍ରଷ୍ଟବ୍ୟ —ଏ ରୋଗରେ ପ୍ରସବ ପରେ ସ୍ତ୍ରୀମାନଙ୍କ ନାଭି ତଳେ, ପଞ୍ଜରା ହାଡ଼ ତଳେ ଓ ମୂତ୍ରାଶୟରେ ପୀଡ଼ା ହୁଏ, ପକ୍ୱାଶୟ ଫୁଲିଯାଏ ଓ ମୂତ୍ରରୋଧ ହୁଏ— ହିନ୍ଦୀ - ଶ.]