Jump to content

ମକ୍କେଲ

ଉଇକିଅଭିଧାନ‌ରୁ

ମକ୍କେଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ମୋଆକ୍ୱିଲ୍)

[ସମ୍ପାଦନା]

ଓକିଲଙ୍କ ଯଜମାନ — Client

(ଉ—ଆଇନ ପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକ୍କେଲକୁ ଚାହିଁ ବସିଥାଆନ୍ତି ଫକୀର ମୋହନ. ଛମାଣ ଆଠଗୁଣ୍ଠ)