ମକ୍ଷ

ଉଇକିଅଭିଧାନ‌ରୁ

ମକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମକ୍ଷ ଧାତୁ+ଭାବ. ଅ)[ସମ୍ପାଦନା]

୧. ସମୂହ —୧. Multitude.
୨. (+କର୍ମ. ଅ) ଗଦା; ସ୍ତୂପ —୨. Heap.
୩. କ୍ରୋଧ —୩. Anger; wrath.
୪. (+କରଣ. ଅ) ସ୍ତ୍ରୀ ଦୋଷ ଗୋପନ କରଣ; କୁପଟାଚାର —୪. Concealing or hiding one's failts; hypocrisy.