Jump to content

ମକ୍ଷି

ଉଇକିଅଭିଧାନ‌ରୁ

ମକ୍ଷି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମକ୍ଷିକା (ଦେଖ) - —Makshikā (See).

(ଉ— ମକ୍ଷି ତଡ଼ିବାକୁ ଏବେ ନାହିଁ ବଳ ରାଧାନାଥ. ଚିଲିକା) ===

ବିଶେଷଣ -

[ସମ୍ପାଦନା]

ଅତି କୃପଣ —Very miserly.

(ଉ— ଭୀମାଟା ବିଶେଷ୍ୟ - ଥିଲା କୁବ୍ରାକୁ ବଳି ତଣ୍ଟି ଚିପା; ମକ୍ଷି ବୋଲି ସରିଛି ଫକୀରମୋହନ. ଗଳ୍ପସ୍ୱଳ୍ପ)