Jump to content

ମକ୍ଷୁ

ଉଇକିଅଭିଧାନ‌ରୁ

ମକ୍ଷୁ

ଉଚ୍ଚାରଣ

[ସମ୍ପାଦନା]

(ମଙ୍କ୍ଷୁ—ଅନ୍ୟରୂପ)

ସଂସ୍କୃତ - ବିଣ—(ମକ୍ଷ୍ ଧାତୁ+କର୍ତ୍ତୃ. ଉ)

[ସମ୍ପାଦନା]

ଗତିବିଶିଷ୍ଟ — Moving.

କ୍ରି.ବିଶେଷଣ -

[ସମ୍ପାଦନା]
୧. ଝଟିତି; ଶୀଘ୍ର —୧. Sharp; soon.
୨. ପ୍ରକୃତିରେ —୨. Truly; really.
୩. ଅତ୍ୟନ୍ତ —୩. Exceedingly.