ମଖାଇବା
ଦେଖଣା
ମଖାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ମ୍ରକ୍ଷଣ)
[ସମ୍ପାଦନା](ମାଖିକା କ୍ରିୟାରେ ଣିଜନ୍ତ— ରୂପ —The causative from of 'Mākhibā').
ଅନ୍ୟଦ୍ୱାରା ମାଖିବା କ୍ରିୟା କରିବା To cause to besmear or anoint.
(ଉ—ଘଷାଇ ସାବିନି ନିତି ମଖାଇଣ ପାଉଡର; ଦେଇ ଥାନ୍ତୁ ପାଲଟାଇ କୃଷ୍ଣକାନ୍ତି କୃଷ୍ଣଙ୍କର ଭିକାରୀ. ଗୀତ— ଲହରୀ)