ମଖାନ୍ନ
ମଖାନ୍ନ
- ଅନ୍ୟ ସଂସ୍କୃତ - ନାମ— ପଦ୍ମବୀଜାଭ, ପାନୀୟଫଳ
- ବଙ୍ଗାଳୀ: মাখনা
- ହିନ୍ଦୀ: माखाना
|
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମଖ=ଯଜ୍ଞ+ଅନ୍ନ)
[ସମ୍ପାଦନା]
- ୧. ଯଜ୍ଞାନ୍ନ — ୧. Boiled rice offered in vedic sacrifice.
- ୨. ଅକପ୍ରକାର ଜଳଜାତ ଶାକ ଓ ତହିର ଫଳ, ମାଖନା; ତାଳମଖନା — ୨. A kind of aquatic pot- herb; Euryeli Eerox.
[ଦ୍ରଷ୍ଟବ୍ୟ — ଏହି ବୀଜର ଖଇ ସୁଖାଦ୍ୟ ଓ ମୁଖରୋଚକ]