ମଖାନ୍ନ

ଉଇକିଅଭିଧାନ‌ରୁ

ମଖାନ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ମଖ=ଯଜ୍ଞ+ଅନ୍ନ)[ସମ୍ପାଦନା]

୧. ଯଜ୍ଞାନ୍ନ — ୧. Boiled rice offered in vedic sacrifice.
୨. ଅକପ୍ରକାର ଜଳଜାତ ଶାକ ଓ ତହିର ଫଳ, ମାଖନା; ତାଳମଖନା — ୨. A kind of aquatic pot- herb; Euryeli Eerox.

[ଦ୍ରଷ୍ଟବ୍ୟ — ଏହି ବୀଜର ଖଇ ସୁଖାଦ୍ୟ ଓ ମୁଖରୋଚକ]