ମଖିଅ
ଦେଖଣା
ମଖିଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ମୁଖ୍ୟ)
[ସମ୍ପାଦନା]- ୧. ଦଳ ମଧ୍ୟରେ ପ୍ରଧାନ (ବ୍ୟକ୍ତି); ଶ୍ରେଷ୍ଠ —୧. Chief (amongst a crowd); eminent.
- ୨. ପ୍ରତିନିଧିସ୍ଥାନୀୟ — ୨. Representative.
ବିଶେଷ୍ୟ -
[ସମ୍ପାଦନା]- ୧. ଦଳଚ ପ୍ରଧାନ ବ୍ୟକ୍ତି —୧. A chief.
- ୨. ପ୍ରତିନିଧି —୨. A representative.
- ୩. ନେତା; ସରଦାର —୩. Leader.
- ୪. ବଲ୍ଲଭାର୍ଯ୍ୟ ସଂପ୍ରଦାୟ ମନ୍ଦିରର ପୂଜକ ଓ ପାଚକ ବାବାଜୀଙ୍କ ଉପାଧି —୪. The title of the worshipper and cook of a temple belonging to the Ballabhāchārjya sect.