ମଖିଅ

ଉଇକିଅଭିଧାନ‌ରୁ

ମଖିଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମୁଖ୍ୟ)[ସମ୍ପାଦନା]

୧. ଦଳ ମଧ୍ୟରେ ପ୍ରଧାନ (ବ୍ୟକ୍ତି); ଶ୍ରେଷ୍ଠ —୧. Chief (amongst a crowd); eminent.
୨. ପ୍ରତିନିଧିସ୍ଥାନୀୟ — ୨. Representative.

ବିଶେଷ୍ୟ -[ସମ୍ପାଦନା]

୧. ଦଳଚ ପ୍ରଧାନ ବ୍ୟକ୍ତି —୧. A chief.
୨. ପ୍ରତିନିଧି —୨. A representative.
୩. ନେତା; ସରଦାର —୩. Leader.
୪. ବଲ୍ଲଭାର୍ଯ୍ୟ ସଂପ୍ରଦାୟ ମନ୍ଦିରର ପୂଜକ ଓ ପାଚକ ବାବାଜୀଙ୍କ ଉପାଧି —୪. The title of the worshipper and cook of a temple belonging to the Ballabhāchārjya sect.