ମଖୁଣ୍ଡି
ମକୁନ୍ଦ ଉଖୁଡ଼; ସୁମିଷ୍ଟ ଖାଦ୍ୟ ପଦାର୍ଥ —Sweets.
[ଉ—ତୋତେ ସେ କି ମଖୁଣ୍ଡି ଖାଇବାକୁ ଦିଏ ଯେ, ତୁ ତା ଘରକୁ ନିତି ସକାଳୁ ଦଉଡ଼ି ଯାଉ]