ମଖେଇବା

ଉଇକିଅଭିଧାନ‌ରୁ

ମଖେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମ୍ରକ୍ଷଣ)[ସମ୍ପାଦନା]

(ମାଖିକା କ୍ରିୟାରେ ଣିଜନ୍ତ— ରୂପ —The causative from of 'Mākhibā').

ଅନ୍ୟଦ୍ୱାରା ମାଖିବା କ୍ରିୟା କରିବା To cause to besmear or anoint.

(ଉ—ଘଷାଇ ସାବିନି ନିତି ମଖାଇଣ ପାଉଡର; ଦେଇ ଥାନ୍ତୁ ପାଲଟାଇ କୃଷ୍ଣକାନ୍ତି କୃଷ୍ଣଙ୍କର ଭିକାରୀ. ଗୀତ— ଲହରୀ)