ମଗ
ଦେଖଣା
ମଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ବେଣ୍ଟଲଗା ଗ୍ଲାସ୍ — A mug.
ମଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ=ବେଦ+ଗୈ ଧାତୁ=ଗାଇବା+ଅଧି. ଅ)
[ସମ୍ପାଦନା]- ୧. ଶାକ ଦ୍ୱୀପ; ମଘ (ଦେଖ) - —Magha (See)
- ୨. (+କର୍ତ୍ତୃ. ଅ) ସୂର୍ଯ୍ୟ ପୂଜକ ପୁରୋହିତ —୨. A priest of the sun god
- ୩. ପ୍ରାଚୀନ ପାରସ୍ୟ ଦେଶବାସୀ — ୩. A Magian (Apte)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ରହ୍ମ— ଦେଶ ଅନ୍ତବର୍ତ୍ତୀ ଆରାକାନ୍ ଦେଶ —୧. The Arakan country in Burma.
- ୨. ଆରାକାନ ଦେଶବାଶୀ ବ୍ୟକ୍ତି —୨. An Arakanese
(ଉ—ମଗ ଦେଶିଆ ଆଖୁ ଖାଇଲେ ରସ ରଖନ୍ତି ନାହିଁ ଢଗ)
[ଦ୍ରଷ୍ଟବ୍ୟ —ଏମାନେ ଖ୍ରୀଷ୍ଟ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ବଙ୍ଗୋପସାଗରରେ ଜଳଦସ୍ୟୁ ବୃତ୍ତି କରୁ— ଥିଲେ ମୋଗଲ ସମ୍ରାଟ ସାହାଜାହାନ୍ ସେମାନଙ୍କ ଉତ୍ପତ ବନ୍ଦ କରିଥିଲେ; ସେମାନଙ୍କ ବଂଶଧରମାନେ ବର୍ତ୍ତମାନ ଆରାକାନରେ କୃଷି ବାଣିଜ୍ୟାଦି କରି ବାସ କରୁଅଛନ୍ତି]