ମଗ

ଉଇକିଅଭିଧାନ‌ରୁ

ମଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

ବେଣ୍ଟଲଗା ଗ୍ଲାସ୍ — A mug.



ମଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ମ=ବେଦ+ଗୈ ଧାତୁ=ଗାଇବା+ଅଧି. ଅ)[ସମ୍ପାଦନା]

୧. ଶାକ ଦ୍ୱୀପ; ମଘ (ଦେଖ) - —Magha (See)
୨. (+କର୍ତ୍ତୃ. ଅ) ସୂର୍ଯ୍ୟ ପୂଜକ ପୁରୋହିତ —୨. A priest of the sun god
୩. ପ୍ରାଚୀନ ପାରସ୍ୟ ଦେଶବାସୀ — ୩. A Magian (Apte)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବ୍ରହ୍ମ— ଦେଶ ଅନ୍ତବର୍ତ୍ତୀ ଆରାକାନ୍ ଦେଶ —୧. The Arakan country in Burma.
୨. ଆରାକାନ ଦେଶବାଶୀ ବ୍ୟକ୍ତି —୨. An Arakanese

(ଉ—ମଗ ଦେଶିଆ ଆଖୁ ଖାଇଲେ ରସ ରଖନ୍ତି ନାହିଁ ଢଗ)

[ଦ୍ରଷ୍ଟବ୍ୟ —ଏମାନେ ଖ୍ରୀଷ୍ଟ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ବଙ୍ଗୋପସାଗରରେ ଜଳଦସ୍ୟୁ ବୃତ୍ତି କରୁ— ଥିଲେ ମୋଗଲ ସମ୍ରାଟ ସାହାଜାହାନ୍ ସେମାନଙ୍କ ଉତ୍ପତ ବନ୍ଦ କରିଥିଲେ; ସେମାନଙ୍କ ବଂଶଧରମାନେ ବର୍ତ୍ତମାନ ଆରାକାନରେ କୃଷି ବାଣିଜ୍ୟାଦି କରି ବାସ କରୁଅଛନ୍ତି]