ମଗଜ

ଉଇକିଅଭିଧାନ‌ରୁ

ମଗଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ମଗ୍ଜ୍)[ସମ୍ପାଦନା]

୧. ମସ୍ତିସ୍କ —୧. Brain.
୨. ବୁଦ୍ଧି —୨. Intellect.
୩. ମନ —୩. Mind.
୪. ହୃଦୟଗତ ଭାବ —୪. Mental condition.
୫. (ଫାରାସୀ - ମଗଜୀ)—ମଗଜି (ଦେଖ) - ୫. Magaji (See)