ମଗଜ ଲଡ଼ୁ
=== ଦେଶଜ - ବି—[ସଂସ୍କୃତ - ମଗଧ+ଲଡ୍ଡୁ; ଏହା ମଗଧ (ଦକ୍ଷିଣ ବିହାର)
ଅଞ୍ଚଳରେ ଖୁବ ଆଦୃତ ହେଉଥିବାରୁ ଘିଅରେ ଭଜା ହୋଇ ଥିବା ଅଟାକୁ ଚିନି ସଙ୍ଗେ ମିଶା ଯାଇ ବଳା ଯାଇଥିବା ଏକ ପ୍ରକାର ଲଡ଼ୁ — A kind of sweet ball made of flour fried in ghee and mixed with suger.