ମଗଧ
ଦେଖଣା
ମଗଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଗ=ବେଦଜ୍ଞ ବ୍ରାହ୍ମଣ+ଧା ଧାତୁ=ଧରିବା+କର୍ତ୍ତୃ, ଅ; ମଗଧ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବିହାର ପ୍ରଦେଶର ଦକ୍ଷିଣାଂଶର ପ୍ରାଚୀନ ନାମ —୧. The ancient name of the southern part of the Bihar Division.
- ୨. (ମଗଧ୍ ଧାତୁ+କର୍ତ୍ତୃ. ଅ) ସ୍ତୁତି ପାଠକ —୨. A panegyrist; a bard
- ୩. ମଗଧ ଦେଶୀୟ ଲୋକ —୩. A man belonging to the Magadha country.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଶାର ଜାଙ୍ଗଳ ଓ ଅନୂପ ପ୍ରଦେଶର ମଧ୍ୟବର୍ତ୍ତୀ ସମତଳ ଅଂଶ —The plain country between the jungles and the low tracts of the Orissa Coast.
===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ଗଉଡ଼— ମାନଙ୍କର ଶ୍ରେଣୀ ଭେଦ —A subcaste of 'Garuṟḍ̠as' in Sambalpur district.
[ଦ୍ରଷ୍ଟବ୍ୟ —ଏମାନେ ସ୍ପୃଶ୍ୟଜଳ ଜାତି]