ମଗରବୀ

ଉଇକିଅଭିଧାନ‌ରୁ

ମଗରବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଗରୀବ୍—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆରବୀ - ମଗରୀବ୍)[ସମ୍ପାଦନା]

ପଶ୍ଚିମ ଦିଗ ସମ୍ୱନ୍ଧୀୟ — Relating to the west.

(ଯଥା—ମଗରବୀ ନମାଜ୍=ସୁମଲମାନ୍ମାନେ ପଶ୍ଚିମ ଦିଗକୁ ମୁହଁ ବୁଲାଇ ସୂର୍ଯ୍ୟାସ୍ତ ପରେ ଯେଉଁ ନମାଜ୍ ବା ସ୍ତବ ଆବୃତ୍ତି କରନ୍ତି)

ଦେଶଜ - ବିଶେଷ୍ୟ - (ଆରବୀ - ମଗରୀବ୍)[ସମ୍ପାଦନା]

୧. ସୂର୍ଯ୍ୟାସ୍ତର ଅବ୍ୟବହିତ ପରବର୍ତ୍ତୀ କାଳ — ୧. The time immediately after sunset.
୨. ସୂର୍ଯ୍ୟାସ୍ତର ଅବ୍ୟବହିତ ପରେ ସୁମଲମାନ୍ମାନେ ପଶ୍ଚିମକୁ (ମକ୍କା ଆଡ଼କୁ) ମୁହଁ ବୁଲାଇ ଆବୃତ୍ତି କରିବା ନମାଜ —୨. A Mahomedan's prayer just after sunset.