ମଗରବୀ
ଦେଖଣା
ମଗରବୀ
ଉଚ୍ଚାରଣ
[ସମ୍ପାଦନା](ମଗରୀବ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଆରବୀ - ମଗରୀବ୍)
[ସମ୍ପାଦନା]ପଶ୍ଚିମ ଦିଗ ସମ୍ୱନ୍ଧୀୟ — Relating to the west.
(ଯଥା—ମଗରବୀ ନମାଜ୍=ସୁମଲମାନ୍ମାନେ ପଶ୍ଚିମ ଦିଗକୁ ମୁହଁ ବୁଲାଇ ସୂର୍ଯ୍ୟାସ୍ତ ପରେ ଯେଉଁ ନମାଜ୍ ବା ସ୍ତବ ଆବୃତ୍ତି କରନ୍ତି)
ଦେଶଜ - ବିଶେଷ୍ୟ - (ଆରବୀ - ମଗରୀବ୍)
[ସମ୍ପାଦନା]- ୧. ସୂର୍ଯ୍ୟାସ୍ତର ଅବ୍ୟବହିତ ପରବର୍ତ୍ତୀ କାଳ — ୧. The time immediately after sunset.
- ୨. ସୂର୍ଯ୍ୟାସ୍ତର ଅବ୍ୟବହିତ ପରେ ସୁମଲମାନ୍ମାନେ ପଶ୍ଚିମକୁ (ମକ୍କା ଆଡ଼କୁ) ମୁହଁ ବୁଲାଇ ଆବୃତ୍ତି କରିବା ନମାଜ —୨. A Mahomedan's prayer just after sunset.