ମଗର ମୁହାଁ

ଉଇକିଅଭିଧାନ‌ରୁ

ମଗର ମୁହାଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମଗରମୁଣ୍ଡିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ମକର+ମୁଖ)[ସମ୍ପାଦନା]

ଯାହାର ମୁହଁ ବା ମୁଣ୍ଡଭାଗ ମଗରର ମୁହଁ ପରି ଶୁଣ୍ଢଯୁକ୍ତ ହୋଇଯାଏ —Having the end modelled like a 'Magara'.

(ଯଥା—ମଗରମୁହାଁ ପାଲିଙ୍କି, ମଗରମୁହାଁ ବାଲା, ମଗରମୁହାଁ ଅନନ୍ତ, ମଗରମୁହାଁ କୁଣ୍ଡଳ ଇତ୍ୟାଦି)