ମଗର ଲେଉଟ୍

ଉଇକିଅଭିଧାନ‌ରୁ

ମଗର ଲେଉଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମଗର ଲୋଟ(ଠ)ଅନ୍ୟରୂପ]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ପ୍ରାଚୀନ ବ୍ୟବହାର; ସଂସ୍କୃତ - ମକର ଓ ଲୁଣ୍ଠନ)[ସମ୍ପାଦନା]

କିମ୍ଭୀର ପରି ଭୂଇଁରେ ଗୁରୁଣ୍ଡି ଗୁରୁଣ୍ଡି ଗତି କରିବା ===

[ଦ୍ରଷ୍ଟବ୍ୟ —ପୂର୍ବେ ସମ୍ୱଲପୁର ରାଜାଙ୍କ ଅଧୀନ ଜମିଦାର ବା ସାମନ୍ତ ରାଜାଙ୍କ ମଧ୍ୟରୁ ରେଢ଼ାଖୋଲର ଜମିଦାର ରାଜାଙ୍କ ନିକଟକୁ ବାର୍ଷିକ କର ଦେବାକୁ ଆସିଲାବେଳେ ସେ ଆଧୀନତାର ଚିହ୍ନ ସ୍ୱରୂପ ରାଜାଙ୍କ ଆଗରେ କରୁଥିବା କୁମ୍ଭୀରପରି ଗତିକୁ (ଅର୍ଥାତ ରେଢ଼ାଖୋଲର ଜମିଦାର ସର୍ବାଙ୍ଗରେ କାଦୁଅ ବୋଳି ହୋଇ ଖଣ୍ଡଦୂରରୁ ତଳେ ଶୋଇ ଲେଉଟି ଲେଉଟି ରାଜାଙ୍କ ଚରଣ ପର୍ଯ୍ୟନ୍ତ ଆସି ନଜରଣା ଦେଇ ସାରି ପରେ ଠିଆ ହେବା ରୀତିକୁ ମଗର ଲେଉଟ ବୋଲା ଯାଉଥିଲା (ପରମାନନ୍ଦ ଆଚାର୍ଯ୍ୟ, ଉତ୍କଳ ସାହିତ୍ୟ) —(Literally) Alligator's rolling or crawling on the ground. (Note-it was a curious performance formerly done once a year by the Zamindar of Rairākhol when the Raja of Sambalpur was his suzerain; it consisted of the Zamindar besmearing himself with mud and lying down and crawling along the ground, like an alligator, to the Raga's feet)]