ମଗାଯଚା

ଉଇକିଅଭିଧାନ‌ରୁ

ମଗାଯଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାର୍ଗଣ+ଯାଚଜ୍ଞା)[ସମ୍ପାଦନା]

୧. ମାଗିବା ଓ ଯାଚିବା —୧. Asking anhd offering.
୨. (ଏକାର୍ଥକ) ଯାଚଜ୍ଞା —୨. Asking and begging.
୩. ମଗାମଗି (ଦେଖ) - —୩. Magāmagi (See).

ଦେଶଜ - ବିଶେଷଣ -[ସମ୍ପାଦନା]

ଯାହା ମାଗିକରି ଅଣାଯାଇ ଥାଏ — Obtained by begging.