ମଜ୍ଜିଯିବା
ଦେଖଣା
ମଜ୍ଜିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଜ୍ଜିଯିବା
|
ଦେଶଜ - କ୍ରି. (ସଂସ୍କୃତ - ମଜ୍ଜଧାତୁ)
[ସମ୍ପାଦନା]- ୧. ମଜ୍ଜିତ ହେବା — ୧. To be sunk; to be drowned.
- ୨. ଦୃଢ଼ ରୂପେ ନିଯୁକ୍ତ ହେବା — ୨. To be closely engaged.
(ଉ— କେବଳ ହେଲା ମୋ ମଜ୍ଜା ମଜ୍ଜି ଯିବି ତି ଉଭା ରତିରେ କବିସୂର୍ଯ୍ୟ କିଶୋରଚମ୍ପୁ କ. ଗୀତ)
- ୩. ଅତି ମୁଗ୍ଧ ବା ଆସକ୍ତି ହେବା — ୩. To be attached or addicted to.