ମଜ୍‌ମୁନ୍

ଉଇକିଅଭିଧାନ‌ରୁ

ମଜ୍‌ମୁନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ) (କଚିରିଆ)[ସମ୍ପାଦନା]

୧. ମର୍ମ —୧. Purpose.
୨. ଲେଖା ଯାଇଥିବା ବିଷୟର ସାରାଂଶ (ଯାହାକି ହେଡ଼ିଙ୍ଗରେ ଲେଖା ଥାଏ) —୨. Purport of a writing noted in the heading.
୩. ହେଡ଼ିଙ୍ଗ —୩. A heading.