ମଝି

ଉଇକିଅଭିଧାନ‌ରୁ

ମଝି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧ୍ୟ, ପ୍ରା ମଝଝ)[ସମ୍ପାଦନା]

୧. ମଧ୍ୟଭାଗ —୧. The middle.
୨. ମଧ୍ୟସ୍ଥଳରେ ଥିବା ବ୍ୟକ୍ତି —୨. A person who is in the middle.

(ଉ— 'ଆଗ, ସୁନା ପାଗ; ମଝି ମର୍ଦ୍ଦଗାଜୀ, ପଛ ଗୁହପୋଛ' ଶିଶୁଗୀତ)

ବିଶେଷଣ -[ସମ୍ପାଦନା]

୧. ମଧ୍ୟଭାଗରେ ସ୍ଥିତ —୧. Situate in the middle; middle- most .
୨. ଦୁଇର ମଧ୍ୟରେ ଅବସ୍ଥିତ — ୨. Intermediate.