ମଞ୍ଜ

ଉଇକିଅଭିଧାନ‌ରୁ

ମଞ୍ଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଜ୍ଜା)[ସମ୍ପାଦନା]

୧. କାଠର ମଝିରେ ଥିବା ସାର ଭାଗ — ୧. The pith of a wood.

(ଉ— ବୃକ୍ଷର ପଳଖେ ସିନା ମାଟି କରେ ଉଇ, ମାତ୍ର ତାର କିବା ସାଧ୍ୟ ସ୍ୱର୍ଶିବ ମଞ୍ଜକୁ ଚିନ୍ତାମଣି. ବିକ୍ରମାଦିତ୍ୟ)

୨. କଦଳୀ ଗଛର ଗଣ୍ଡିର ମଧ୍ୟଭାଗ —୨. The pith or core of a plantain tree.
୩. (ଲକ୍ଷଣାର୍ଥ) କୌଣସି କଥାର ମର୍ମ; ଗୁପ୍ତ ବିଷୟ —୩. (figurative) Secret matter.
୪. ମଞ୍ଜ ପତ୍ର (ଦେଖ) - —୪. Man̄ja patra (See).

ପ୍ରାଦେଶିକ - (ସିଂହଭୁମି ଓ ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଛୋଟ ବୃକ୍ଷ ବିଶେଷ — Name of a small tree

[ଦ୍ରଷ୍ଟବ୍ୟ — ଏହା ସିଂହଭୁମି, ସମ୍ୱଲପୁର ଓ ଗଡ଼ଜାତ ଜଙ୍ଗଲ— ମାନଙ୍କରେ ଜନ୍ମେ ଏହାର ପତ୍ର ଚକଚକିଆ ଓ କେଶ ପରି ସରୁ ଏ କାଠର ଗୋଲେଇ ୫ ଫୁଟ ପର୍ଯ୍ୟନ୍ତ ହୁଏ]