ମଢ଼ଫୁଲି

ଉଇକିଅଭିଧାନ‌ରୁ

ମଢ଼ଫୁଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମେଢ଼ ଫୁଲି—ଅନ୍ୟରୂପ)

  • (file)

ଦେଶଜ - (ପ୍ରାଚୀନ) ବିଶେଷ୍ୟ -[ସମ୍ପାଦନା]

୧. ରାଜାଙ୍କ ଖାଦ୍ୟ ଓ ଦେବତାଙ୍କ ନୈବେଦ୍ୟ ପ୍ରତି ବ୍ୟବହୃତ) ଭୋଜନାଦିର ପକ୍ୱ ସାମଗ୍ରୀ; ଅନ୍ନ— ବ୍ୟଞ୍ଜନାଦି —୧. Cooked articles of meal (of a Raja or a Deity).
୨. (ମାଦଳା ପାଞ୍ଜିରେ ବ୍ୟବହୃତ) ଦେବତା ଓ ରାଜାଙ୍କ ଖାଦ୍ୟ ପାଇଁ ପକ୍ୱାନ୍ନ — ୨. Boiled rice intended for a Deity or Raja.