ମଣ୍ଡପ

ଉଇକିଅଭିଧାନ‌ରୁ

ମଣ୍ଡପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ମଣ୍ଡ= ଅଳଙ୍କାର, ଭୁଷଣ+ପା. ଧାତୁ= ପାଳନ କରିବା +କର୍ତ୍ତୃ. ଅ)[ସମ୍ପାଦନା]

୧. ମନ୍ଦିର; ଦେବାଳୟ — ୧. Temple.
୨. ବିଶ୍ରାମ ଗୃହ —୨. Rest house.
୩. ଉପରରେ ଛାତ ଥିବା କିନ୍ତୁ ଚାରି ପାଖରେ ମେଲା ଥିବା ଘର, ଯହିଁରେ ବହୁଲୋକ ଆଶ୍ରୟ ଗ୍ରହଣ କରିପାରନ୍ତି —୩. A shed open on all sides; pavilion.

୪ : ମଞ୍ଚ; ବେଦୀ —୪. An altar; a platform; a pandal.

୫. ଅଳ୍ପକାଳ ନିମିତ୍ତ ନିର୍ମିତ ବାସସ୍ଥାନ — ୫. Arbour; a temporary pavilion.
୬. ଦେବୋଦ୍ଦେଶରେ ନିର୍ମିତ ଗୃହ —୬. A house or raised shed intended for accomdating idols
୭. ଚାନ୍ଦୁଆ; ସାମିଆନା (ହିନ୍ଦୀ - ଶ.) —୭. Awning.
୮. ଛାୟା ମଣ୍ଡପ; ଛାମୁଣ୍ଡିଆ ଉତ୍ସବ ବା ସମାରୋହାର୍ଥ ନିର୍ମିତ ଛାୟାଯୁକ୍ତ ଅସ୍ଥାୟୀ ମଣ୍ଡପ (ହିନ୍ଦୀ - ଶ) —୮. A temporary shed erected for a paricular occasion.
୯. ଦେଉଳରେ ଉପରଭାଗରେ କ୍ରମ— ସୂକ୍ଷ୍ମ ଆବରଣ (ହିନ୍ଦୀ - ଶ) — ୯. Dome; pyramidal roof of a temple.