ମଣ୍ଡଳ

ଉଇକିଅଭିଧାନ‌ରୁ

ମଣ୍ଡଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ମଣ୍ଡ+ଅଛି ଅର୍ଥରେ ଳ)[ସମ୍ପାଦନା]

୧. ଗୋଳକ —୧. Sehere; orb.
୨. ଚକ୍ର —୨. Wheel.
୩. ମୁଣ୍ଡଳା; ବୃତ୍ତ —୩. Circle.
୪. ବୃତ୍ତାକାର— ଆଲୋକ —୪. Halo of light.
୫. ପରିଧି — ୫. Circumeference.
୬. ବୃତ୍ତାକାର ଚିତ୍ର — ୬. Circular figure or drawing.
୭. ଚନ୍ଦ୍ରସୂର୍ଯ୍ୟଙ୍କର ପରିଧି; ଚନ୍ଦ୍ର ବା ସୂର୍ଯ୍ୟଙ୍କ ବିମ୍ୱ —୭. Disc of the sun or the moon.
୮. ଚନ୍ଦ୍ର ବା ସୂର୍ଯ୍ୟଙ୍କ ଚାରି ଦିଗରେ ବେଢ଼ିଥିବା ଉଜ୍ଜ୍ୱଳ ଆଲୋକ ରେଖା —୮. A hole of light seen round the sun and the moon.
୯. ପରିବେଶ; ଚନ୍ଦ୍ର ସୂର୍ଯ୍ୟଙ୍କର, ବିଶେଷତଃ ଚନ୍ଦ୍ରଙ୍କର, ଚାରି ପାଖେ ଖଣ୍ଡଦୂରରେ ବେଳେ ବେଳେ ଯେଉଁ ବୃତ୍ତାକାର ରେଖା ଦେଖା ଯାଏ —୯. A bright circle sometimes seen at some distance from the sun and specially the moon (in cloudy weather).
୧. ଗ୍ରହ— ମାନଙ୍କର ଗତି ରେଖା —୧୦. Orbit of a planet.
୧୧. ରାଜ୍ୟ —୧୧. Kingdom
୧୨. ସ୍ଥାନ; ଦେଶ —୧୨. Country; place.
୧୩. ଦେଶାଂଶ; ପ୍ରଦେଶ; ଦେଶ ବିଭାଗ —୧୩. Province; tract of country.
୧୪. ଗ୍ରାମ ସମଷ୍ଟି; ଚକଲା; ପ୍ରଗନ୍ନା — ୧୪. A collection or group of villages.
୧୫. ମୁଣ୍ଡଳା; କୁତ୍ରିମ ବା ଆଙ୍କିତ ରେଖାଦ୍ୱାରା ରତିତ ଆସନ୍ନବିଶେଷ —୧୫. A seat prepared by drawing circular lines on the ground.
୧୬. ଧନୁର୍ବିର୍ଦ୍ଧରମାନଙ୍କ ଆସନବିଶେଷ —୧୬. One of the postures assumed by an archer.
୧୭. ଅରି ମିତ୍ରାଦି ଦ୍ୱାଦଶ ପ୍ରକାରର ରାଜା — ୧୭. Twelve kiinds of kings surrounding a kingdom.
୧୮. ସର୍ପ; ନାଗ —୧୮. Serpent; cobra.
୧୯. କୁକୁର —୧୯. Dog.
୨. ସମୂହ, ପୁଞ୍ଜ; ବୃନ୍ଦ —୨୦. Cluster; multitude.
୨୧. ନଖାଘାତ; ପ୍ରେମିକ ପ୍ରେମିକାଙ୍କ ଶରୀରର ସ୍ଥାନବିଶେଷରେ ବିଳାସକାଳୀନ ନଖାଘାତ (ପ୍ରକୃତିବାଦ) —୨୧. Semi circular amatory nail scrates.
୨୨. ଦିଙ୍ମଣ୍ଡଳ; ଦିଗବଳୟ (ହିନ୍ଦୀ - ଶ) —୨୨. Horizon.
୨୩. ୪ ଯୋଜନ ଲମ୍ୱ ଓ ୨ ଯୋଜନ ଚୌଡ଼ା ଭୁଖଣ୍ଡ (ହିନ୍ଦୀ - ଶ) —୨୩. A tracrt of country ୪୦ J̄ojanas broad.
୨୪. ନଖୀ ନାମକ ସୁଗନ୍ଧ ଦ୍ରବ୍ୟ (ହିନ୍ଦୀ - ଶ) —୨୪. A kind medicinal scent; shell.
୨୫. ଦେହରେ ଚକାଚକା ଦାଗ ପଡ଼ିଯିବା କୁଷ୍ଠରୋଗ ବିଶେଷ (ହିନ୍ଦୀ - ଶ) —୨୫. A kind of leprosy with riound spots.
୨୬. ଗୋଲ ଦାଗ (ହିନ୍ଦୀ - ଶ) —୨୬. Circular spot.
୨୭. ଗୋଲାକାର ସୈନ୍ୟବ୍ୟୂହ ବିଶେଷ (ହିନ୍ଦୀ - ଶ) —୨୭ . A kind of circular battle- array.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଂଶୋପାଧିବିଶେଷ — ୧. Name of a family title.
୨. ଗ୍ରାମର ପ୍ରଧାନ ବ୍ୟକ୍ତି —୨. The headman of a village.
୩. ହାଟୁଆ ଜାତିର ସଂଜ୍ଞାବିଶେଷ —୩. A title of the Sudra (Daḻuā) caste guild.