Jump to content

ମଣ୍ଡା

ଉଇକିଅଭିଧାନ‌ରୁ

ମଣ୍ଡା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡକ; ମଣ୍ଡକ)

[ସମ୍ପାଦନା]
୧. ପିଷ୍ଟକବିଶେଷ — ୧. A kind of cake boiled in steam.

[ଦ୍ରଷ୍ଟବ୍ୟ — ଚାଉଳ ଚୂନାକୁ ସିଝାଇ ଖଳି କରିବାକୁ ହୁଏ ତତ୍ପରେ ସେହି ଖଳିକୁ ଗିନା ଆକାର କରି ତା ମଧ୍ୟରେ ପୂର ଦେଇ ମୁହଁ ବୁଜି ଗୋଲ କରି ବାମ୍ଫରେ ସିଝା ଯାଏ ଏହି ପିଠା ଅତ୍ୟନ୍ତ ଗୁରୁପାକ ଅଟେ ତେଣୁ ଢ଼ଗରେ କହନ୍ତି—ପିଠା ଭିତରେ ମଣ୍ତା ବିଟୋଳ, ବାହ୍ମୁଣ ଭିତରେ ପଣ୍ଡା ବିଟେଳ ]

୨. ପୁଷ୍ପ ସ୍ତବକ — ୨. Nosegay.
୩. ଗୁଚ୍ଛ ସ୍ତବକ —୩. Cluster.

[ଉ—କରେ ଦେଲା ସୁଗନ୍ଧ ମଣ୍ଡା, ଶୁଙ୍ଘନ୍ତେ କୁମରମଣି ହୋଇଲା ମେଣ୍ଢା ପ୍ରତାପ. ଶିଶିସେଣା

୪. ମଣ୍ଡିବା; ଭୁଷିତ କରିବା —୪. Adorning.
୫. ମଣ୍ତା କାଇଁଚ (ଦେଖ) - —୫. Maṇḍā kāiñcha (See

ବିଶେଷଣ -

[ସମ୍ପାଦନା]
୧. ଗୋଲାକାର —୧. Cirucular.
୨. ସଜ୍ଜିତ; ମଣ୍ଡିତ —୨. Adorned.

(ଉ—ଦେବଙ୍କର ଖଣ୍ଡା— ପାତରେ ଗଣ୍ଡା ଗଣ୍ଡା, ଛିଡ଼ିଲା ଅସୁରଙ୍କ ମୁଣ୍ଡ ରତ୍ନେ ମଣ୍ଡା କୃଷ୍ଣସିଂହ. ମହାଭାରତ ବନ )

ସଂସ୍କୃତ - ବିଶେଷ୍ୟ - (ମଣ୍ଡ+ଅ)

[ସମ୍ପାଦନା]
୧. ସୁରା (ହିନ୍ଦୀ - ଶ) —୧. Wine; spirituous liquor.
୨. ଆମଳକୀ (ହିନ୍ଦୀ - ଶ) —୨. Embelic
myrobalan.

ପ୍ରାଦେଶିକ - (ଗଡ଼ଜାତ)

[ସମ୍ପାଦନା]

କୌଣସି ଦେଶୀ ମଦ (ଚାଉଳ ବା ମହୁଲି) ରଖିବାର ମାଟିର ପାତ୍ର ବିଶେଷ —A flat earthen vase for containing liquor.

[ଦ୍ରଷ୍ଟବ୍ୟ —ଏହା ଶିଅଳମାନେ ତାଡ଼ି ରଖିବା ମଦ ଓରା ଭଳି ସାନ ମୁହାଁ ଓ ମାଠିଆ ପରି ଗୋଲ ନ ହୋଇ ଚେପ୍ଟା ଅଟେ]