ମଣ୍ଡା ପଡ଼ିୟା
ଧଡ଼ିରେ ମଣ୍ଡଳ ଆକାର ଚିତ୍ର ବୁଣାଯାଇ ଥିବା (ଲୁଗା) —(cloth) Bearing circular marks in the border.
(ଉ— ନେତ ପିନ୍ଧୟା ମଣ୍ଡା ପଡ଼ିଆ, କହ୍ନାଇ କି ଯିବି ଲୋଡ଼ିୟା ପ୍ରାଚୀ. ରହସ୍ୟମଞ୍ଜରୀ)