ମତାନ୍

ଉଇକିଅଭିଧାନ‌ରୁ

ମତାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)—ଅବ୍ୟୟ (ତୁଳ ବଙ୍ଗାଳୀ - ମତନ୍; ହିନ୍ଦୀ - ମୋତାବିକ୍)[ସମ୍ପାଦନା]

ପରି; ମତି —Like.

[ଉ— ସେ କାହାର ମିତାନ୍ ଦେଖା ଯାଉଛେ?=ସେ କାହାପରି ଦେଖା ଯାଉଛି?]