ମତାବଲମ୍ୱନ
ଦେଖଣା
ମତାବଲମ୍ୱନ
ଉଚ୍ଚାରଣ
[ସମ୍ପାଦନା]ମତାଶ୍ରୟ, ମତାନୁବର୍ତ୍ତୀତ, ମତାନୁସରଣଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ଗୋଟିଏ ମତକୁ ଗ୍ରହଣ କରିବା; ଗୋଟିଏ ମତ ଅନୁସାରେ କାର୍ଯ୍ୟ କରିବା — ୧. Acceptance of a particular opinion; following of an opinion orr tenet.
- ୨. କୌଣସି ବ୍ୟକ୍ତିଙ୍କ ମତ ଅନୁସାରେ କର୍ମ କରଣ — ୨. Acting according to the opinion of another; subserviency to the wish of another person.