ମଦୁଆ

ଉଇକିଅଭିଧାନ‌ରୁ

ମଦୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମଦୋଈ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ମଦ ସମ୍ୱନ୍ଧୀୟ —୧. Realiting to wine.
୨. ପାନାସକ୍ତ —୨. Addicted to drinking; sottish.

ବିଶେଷ୍ୟ -[ସମ୍ପାଦନା]

୧. ମଦଖୋର୍ — ୧. Drunkard; a sot

(ଉ—କୁରୁ ପାଣ୍ଡୁ ଦୁଇ ସେନାଏତ ମଦୁଆ, ପ୍ରାୟେ ଯୁଦ୍ଧ ଦାଣ୍ଡେ ଯୁଝିଲେ ହୋଇ ଠିଆ କୃଷ୍ଣସିଂହ ମହାଭାରତ ଭୀଷ୍ମ)

୨. ଗାଳି ବିଶେଷ —୨. A term of abuse.