ମଦୁରା

ଉଇକିଅଭିଧାନ‌ରୁ

ମଦୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ) (ସଂସ୍କୃତ - ମଧୁରା)[ସମ୍ପାଦନା]

ଦକ୍ଷିଣ ଭାରତରେ ଗୋଟିଏ ବହତ୍ ନଗର —Name of a big town in southern India.

[ଦ୍ରଷ୍ଟବ୍ୟ —ଏହା ମାନ୍ଦ୍ରାଜଠାରୁ ୩୪୮: ମାଇଲ୍ ଦୂରରେ ଅବସ୍ଥିତ ଏହାର ପ୍ରାଚୀନ ନାମ ଦକ୍ଷିଣ ମଥରା ଏହା ପାଣ୍ଡ୍ୟ ରାଜାମାନଙ୍କର ରାଜଧାନୀ ଥିଲା ଏଠାରେ ଦେବ ମନ୍ଦିର ଜଗତ୍ ବିଖ୍ୟାତ ମନ୍ଦିରର ଏକ ଭାଗରେ ମୀନାକ୍ଷୀ ଦେବୀ ଓ ଅନ୍ୟ ଭାଗରେ ସୁନ୍ଦରଶ୍ୱେର ମହାଦେବ ପ୍ରତିଷ୍ଠିତ ମନ୍ଦିରଟି ନାନା କାରୁକାର୍ଯ୍ୟ ବିମଣ୍ଡିତ —ମଦନମୋହନ. ତୀର୍ଥ ଦର୍ଶନ]