ମଧୁ ଶଯ୍ୟା

ଉଇକିଅଭିଧାନ‌ରୁ

ମଧୁ ଶଯ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମହୁଶଯ୍ୟା; ବିବାହର ପ୍ରଥମ ସପ୍ତାହର ସ୍ୱାମୀ ସ୍ତ୍ରୀଙ୍କର ଏକତ୍ରଶୟନ — Honeymoon ; sleeping together of the bride and bridegroom during the first week of marriage.

[ଦ୍ରଷ୍ଟବ୍ୟ —ଏହି ମଧୁଶଯ୍ୟା ପ୍ରଥାରୁ ଜଣାଯାଏ ଯେ ପୂର୍ବେ ବ୍ରାହ୍ମଣାଦି ସମାଜରେ ଯୁବତୀ କନ୍ୟାର ବିବାହ ହେଉଥିଲା, ନଚେତ୍ ବାଳିକା କନ୍ୟା ସଙ୍ଗେ ବରର ଏକତ୍ର ଶଯ୍ୟା ରଚନା ହାସ୍ୟାସ୍ପଦ ହୋଇ ଥାଆନ୍ତି]