ମଧ୍ୟ

ଉଇକିଅଭିଧାନ‌ରୁ

ମଧ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଧ୍ୟା—ସ୍ତ୍ରୀ)
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମନ୍ ଧାତୁ+କର୍ମ ଅ; ନିପାତନ; କିମ୍ୱା ମ=ସୌନ୍ଦର୍ଯ୍ୟ +ଧା ଧାତୁ=ଧାରଣ କରିବା+କର୍ତ୍ତୃ ଅ; ନିପାତନ)[ସମ୍ପାଦନା]

୧. ଅଣ୍ଟା; କଟିଦେଶ —୧. The waist.
୨. ମଝି; ଦୁଇ ଶେଷ ଭାଗର ମଧ୍ୟସ୍ଥଳ —୨. Middle.
୩. ଭିତର; ଅଭ୍ୟନ୍ତର; ଅନ୍ତର୍ଦେଶ —୩. Inside.
୪. ଅନ୍ତରାଳ —୪. Interval; interstice.
୫. ବିଶ୍ରାମ; ବିରାମ —୫. Cessation; rest.
୬. ତାଳ ବିଶେଷ —୬. Name of a musical cadence.
୭. ସଂଖ୍ୟା ବିଶେଷ; ଏକରେ ୧୬: ଟା ଶୂନ୍ୟ ଦେଲେ ହେବା ସଂଖ୍ୟା —୭. Ten thousand trillions in number.
୮. ନୃତ୍ୟ ବିଶେଷ; ଖେମଟା ନାଚ — ୮. A kind of dance.
୯. ଗ୍ରହର ଗତି ବିଶେଷ —୯. A motion of a planet.
୧. ହାତର ମଝି ଆଙ୍ଗୁଠି —୧୦. Middle finger.
୧୧. ପଶ୍ଚିମ ଦିଗ —୧୧. The west.
୧୨. ସୂଶ୍ରୁତ ମତେ ୧୬: ବର୍ଷଠାରୁ ୭ ବର୍ଷ ବୟସ ହେବା ପର୍ଯ୍ୟନ୍ତ ମନୁଷ୍ୟର ଅବସ୍ଥା (ହିନ୍ଦୀ - ଶ) —୧୨. The state of a person between the ages of ୧୬ and ୭୦ years.
୧୩. ଭେଦ (ହିନ୍ଦୀ - ଶ) —୧୩. Difference.

ବିଶେଷଣ -[ସମ୍ପାଦନା]

୧. ଅନ୍ତର୍ବତ୍ତୀ —୧. Situate inside.
୨. ଉପଯୁକ୍ତ; ନ୍ୟାଯ୍ୟ —୨. Legitimate; proper; fit.
୩. ଅଭ୍ୟନ୍ତରସ୍ଥ —୩. Inner; internal.
୪. ମଧ୍ୟମ —୪. Middle-most.
୫. ମଧ୍ୟବର୍ତ୍ତୀ — ୫. Intermediate.
୬. ଅଧମ; ଅନୁତ୍ତମ —୬. Bad; not good.

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ଅପି)[ସମ୍ପାଦନା]

୧. ଅପିଚ; ପୁନଶ୍ଚ, ଆହୁରି —୧. Also; again.
୨. କିନ୍ତୁ —୨. But.
୩. ଏବଂ —୩. And.

(ଉ— ରାମଚନ୍ଦ୍ର ମଙ୍ଗରାଜ ଜଳେ ମଫସଲର ଜମିଦାର, ମଧ୍ୟ ମହାଜନ ଫକୀରମୋହନ. ଛମାଣ ଆଠଗୁଣ୍ଠ)