Jump to content

ମଧ୍ୟରେ

ଉଇକିଅଭିଧାନ‌ରୁ

ମଧ୍ୟରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂ ମଧ୍ୟେ)[ସମ୍ପାଦନା]

୧. ଭିତରେ —୧. Inside of; in; within; in the midst of.
୨. ଦୁଇ ବସ୍ତୁ ବା ବ୍ୟକ୍ତି ମଧ୍ୟରେ —୨. Between two.
୩. ଅନେକଙ୍କ ଭିତରେ —୩. Amongst many; amidst many.
୪. ଅମୁକ ସମୟରେ — ୪. Within the time or period of.
୫. ଅଧିକନ୍ତୁ —୫. Moreover.

(ଉ—ତାଙ୍କ ତାମ୍ୱୁଳ ନିଯୋଜନ୍ତି, ମଧ୍ୟରେ ସେବକ ବୋଲନ୍ତି ଜଗନ୍ନାଥ. ଭାଗବତ)