ମନଃଶିଳ
ଦେଖଣା
ମନଃଶିଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ମନଃ+ଶିଳା=ପଥର, ଏହା ଅତି ମନୋହର]
[ସମ୍ପାଦନା]ମନଛାଲ; ଖଣିଜ ରକ୍ତ ବର୍ଣ୍ଣ ଧାତୁ ବିଶେଷ; ଶଙ୍ଖୂଆ— ଘଟିତ ଉପରସ ବିଶେଷ; ଶଙ୍ଖରସ ଓ ଗନ୍ଧକ ଯୋଗରେ ଉତ୍ପନ୍ନ ଉପରସ ବିଶେଷ —Red arsenic; real-<? ?> gar.
[ଦ୍ରଷ୍ଟବ୍ୟ —ଏହାକୁ ଆୟୂର୍ବେଦୋକ୍ତ ବିଧି ଅନୁସାରେ ଶୋଧନ କରି ଔଷଧରେ ବ୍ୟବହାର କରାଯାଏ]