ମନାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ରାଜି କରିବା
  • ଅନ୍ୟକୁ ସ୍ଵୀକୃତ କରିବା
  • ମନ ରଞ୍ଜିବା, ମନକୁ ମୁଗଧ କରିବା; ମଜ୍ଜାଇବା
  • ଦେବତା ଆଦିଙ୍କୁ ପ୍ରସନ୍ନ କରିବା
  • ମାପିବା
  • କୌଣସି ବସ୍ତୁକୁ ତଞ୍ଛା ତଞ୍ଛି କରି ଅନ୍ୟ ବସ୍ତୁରେ ଖାପ ଖାଇଲା ଭଳି ବସାଇବା
  • ବଶୀଭୁତ କରିବା
  • କଥା ମାନିବା ବା ପାଳିବା ଭଳି ଅବସ୍ଥାକୁ ଆଣିବା
  • ମାନିବା; ଶୋଭା ପାଇବା; ଶୋଭାଯୁକ୍ତ ଦେଖାଯିବା
  • ରୁଚିସମ୍ମତ ହେବା; ରୁଚିକର ହେବା