ମନ୍ତବ୍ୟ କଲମ୍

ଉଇକିଅଭିଧାନ‌ରୁ

ମନ୍ତବ୍ୟ କଲମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ମନ୍ୟବ୍ୟ ଘରା(ର)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ମନ୍ୟବ୍ୟ+ଇଂରାଜୀ - କଲମ୍; କଚିରିଆ)[ସମ୍ପାଦନା]

କାଗଜର ବା ଫାରମର ଯେଉଁ ଅଲେଖା ସ୍ତମ୍ଭ ମନ୍ତବ୍ୟ ଲୋଖାଯିବା ପାଇଁ ଛଡ଼ା ଯାଇ ଥାଏ —A column of space left or intended for the endorsement of remarks or opinions, the remarks-column of a form or statement.