ମନ୍ତବ୍ୟ କାଲମ୍
ଦେଖଣା
ମନ୍ତବ୍ୟ କାଲମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମନ୍ତବ୍ୟ କାଲମ୍
|
[ମନ୍ୟବ୍ୟ ଘରା(ର)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (ମନ୍ୟବ୍ୟ+ଇଂରାଜୀ - କଲମ୍; କଚିରିଆ)
[ସମ୍ପାଦନା]କାଗଜର ବା ଫାରମର ଯେଉଁ ଅଲେଖା ସ୍ତମ୍ଭ ଲୋଖାଯିବା ପାଇଁ ଛଡ଼ା ଯାଇ ଥାଏ —A column of space left or intended for the endorsement of remarks or opinions, the remarks-column of a from or statement.