ମନ୍ଦ ଜାଳ

ଉଇକିଅଭିଧାନ‌ରୁ

ମନ୍ଦ ଜାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ, ମନ୍ଦ+ଜ୍ୱଳ ଧାତୁ)[ସମ୍ପାଦନା]

୧. ନିଆଁକୁ ଦୁକ୍ଦୁକ୍ ଜଳାଇବା ପାଇଁ ଚୂଲିରେ ଦିଆଯିବା ସାମାନ୍ୟ ପରିମାଣରେ ଜାଳଣୀ କାଠ —୧. A little of fuel added to a fire to make it burn slowly
୨. ନିଆଁର ସାମାନ୍ୟ ତାତି —୨. Slow heat of fire heat of a slow fire.