ମପ୍‌ସଲ

ଉଇକିଅଭିଧାନ‌ରୁ

ମପ୍‌ସଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମପ(ଫ)ସ୍ସଲ—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

[ସହର—ବିପରୀତ]

(ସଦର—ବିପରୀତ)

ବୈଦେଶିକ - ବିଶେଷ୍ୟ - (ଆରବୀ - ମୁଫସ୍ଲସ୍)[ସମ୍ପାଦନା]

୧. ଗ୍ରାମ; ନଗରର ବହିଃସ୍ଥ ଦେଶାଂଶ; ସହରଠାରୁ ଦୂରରେ ଥିବା ଅଞ୍ଚଳ; ଗ୍ରାମ୍ୟ ପ୍ରଦେଶ — ୧. Village; countryside; mofussil; interior of a district.
୨. ନିଭୃତ ବା ଅପ୍ରକାଶ୍ୟ ଅଞ୍ଚଳ —୨. A solitary or out of the way place.
୩. ଲୁଗାର ବା କୁର୍ତ୍ତାର ଯେଉଁ ଅଂଶ ସାଧାରଣଙ୍କୁ ଦୃଷ୍ଟିରେ ନ ପଡ଼େ — ୩. The inside of inner surface of cloth or garment.
୪. ଜମିଦାରୀର ଅନ୍ତର୍ଗତ ଗ୍ରାମମାନ — ୪. The villages constituting a zamindary orr estate.