ମରକତ

ଉଇକିଅଭିଧାନ‌ରୁ

ମରକତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମରକ୍ତ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - [ମରକ=ମାରୀଭେୟ+ ତୃ. ଧାତୁ=ପାଇ ହେବା+ କରଣ ଅ; ଏହା ଧାରଣ କଲେ ମାରୀଭୟରୁ ମନୁଷ୍ୟ ରକ୍ଷା ପାଏ ବୋଲି ବିଶ୍ୱାସ ଥିବାରୁ)[ସମ୍ପାଦନା]

ସବୁଜ ବା ହରିଦ୍ୱର୍ଣ୍ଣ ମଣିବିଶେଷ; ପନ୍ନା —Emerald.

[ଉ— ଘେନି ମରକତକେଶୀ କେଶୀ ରିଜୁ ସୁତ ଶାସ୍ତ୍ରରୁ ପଢ଼ାଇବ ଭଞ୍ଜ. ପ୍ରେମସୁଧାନିଧି]

[ଦ୍ରଷ୍ଟବ୍ୟ —ତୁଳନା କର. ପ୍ରୁସିୟାନ୍ — maragda (ମରଗଦ), ଲାଟିନ୍ —Smaragdus (ସ୍ମରଗ୍ଦସ୍), ପ୍ରେଞ୍ଚ —Emerande ଏମେରିଣ୍ଡେ ହିନ୍ଦୁ ଜ୍ୟୋତିଷୀଙ୍କ ମତରେ ଏ ରତ୍ନ ବୁଧ ଗ୍ରହଙ୍କର ପ୍ରିୟ ରତ୍ନ ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମରକତ କେଶରୀ (ଦେଖ) - — Marakata keṡarī (See).

(ଉ—ପୁଣ୍ୟଶ୍ଳୋକ ମରକତ ମହୀପତି ରାଧାନାଥ. ଦରବାର)