Jump to content

ମରଣୋଦ୍ୟତ

ଉଇକିଅଭିଧାନ‌ରୁ

ମରଣୋଦ୍ୟତ

ଉଚ୍ଚାରଣ

[ସମ୍ପାଦନା]

ମରଣୋଦ୍ୟତା, ମରଣୋନ୍ମୁଖାଅନ୍ୟରୂପ

(ମରଣୋନ୍ମୁଖ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍)

[ସମ୍ପାଦନା]
୧. ମରଣ ପାଇଁ ପ୍ରସ୍ତୁତ; ମରିବାକୁ ଯାଉଥିବା —୧. Going to die; prepared to die.
୨. ମୁମୂର୍ଷୁ —୨. Dying.