ମରସୁମୀ

ଉଇକିଅଭିଧାନ‌ରୁ

ମରସୁମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋସମ୍=ଋତୁ)[ସମ୍ପାଦନା]

୧. ମୌସୁମୀ; ମର୍ମୂସ୍; ଋତୁ —୧. Weather; season.
୨. ସୁଯୋଗ —୨. Suitable opportunity.

ବୈଦେଶିକ - ବିଶେଷଣ -[ସମ୍ପାଦନା]

ଋତୁକାଳୀନ —Happening in a particular weather or reason; seasonable; monsoonic.

(ଯଥା—ମରସୁମୀ ବାୟୂ, ମରସୁମୀ ବୃଷ୍ଟି)