ମରିଚ

ଉଇକିଅଭିଧାନ‌ରୁ

ମରିଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ମୃ. ଧାତୁ+ଅପାଦାନ. ଇ(ଈ)ଚ][ସମ୍ପାଦନା]

ଗୋଲ ମରିଚ —Black pepper (berry); Piper Nigrum (creeper).

[ଦ୍ରଷ୍ଟବ୍ୟ — ଏହା ତାମ୍ୱୁଳାଦି ବର୍ଗର ଲତା ବିଶେଷ ଏହାର ଫଳ ଛୋଟ ଛୋଟ ଓ ଗୋଲ ଫଳ ଶୁଖିଗଲେ କଳା କଳା ଓ ବନ୍ଧୁର ଦେଖାଯାଏ ଏହା ଭାରି କଟୁ ବା ରାଗା ତରକାରୀରେ ଓ ଔଷଧରେ ଏହା ବ୍ୟବହୃତ ହୁଏ ଏ ଲତା ଦକ୍ଷିଣ ଭାରତରେ (ଯଥା—ତ୍ରିବାଙ୍କୁଡ଼, ମାଳବାର ଉପକୂଳରେ) ବିନା କୃଷିରେ ଜନ୍ମେ ଅନ୍ୟାନ୍ୟ ଅଞ୍ଚଳରେ କୃଷିଦ୍ୱାରା ଏହା ଉତ୍ପାଦିତ କରାଯାଏ ଅଣ୍ଡିରା ଓ ମାଈଗଛ ପୃଥକ୍ ଏହି ମରିଚକୁ ଲଙ୍କାମରିଚ ଠାରୁ ପୃଥକ୍ ଚିହ୍ନାଇବାପାଇଁ ଏହାକୁ ଗୋଲମରିଚ ବୋଲାଯାଏ ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁ, ତୀକ୍ଷ୍ଣ, ଅଗିଦୀପକ; କଫ, ଓ ବାୟୁ ନାଶକ, ଉଷ୍ଣ, ପିତ୍ତକର ଓ ରୁକ୍ଷ ଏହା ଶ୍ୱାସ, ଶୂଳ ଓ କୃମି ବିନାଶକ ଓ ଶ୍ଳେଷ ନିଃସାରକ]