ମରୁଆ

ଉଇକିଅଭିଧାନ‌ରୁ

ମରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମରୂବକ)[ସମ୍ପାଦନା]

୧. ତୁଳସ୍ୟାଦି ବର୍ଗର ସୁଗନ୍ଧ ପତ୍ରବିଶିଷ୍ଟ ଶାକବିଶେଷ —୧. Ocymum Caryophylatum (a plant having sweet-smelling leaves); Origanum Marijorana (Kirtikar); Ruta Graveolens; Rue.

[ଉ— ତା ତୀରେ ମାଳତୀ ମଲ୍ଲୀ ମରୁଆ ସେବତୀ—ନନ୍ଦକିଶୋର. ନିର୍ଝରିଣୀ]

[ଦ୍ରଷ୍ଟବ୍ୟ —କେହି କେହି ଏହାକୁ ଗନ୍ଧ— ତୁଳସୀ କହନ୍ତି ଏହା ଶ୍ୱେତ ଓ କୃଷ୍ଣଭେଦରେ ଦୁଇ ପ୍ରକାର; ଏହା ଅଗ୍ନିବର୍ଦ୍ଧକ, ସୁଗନ୍ଧ, ହୃଦୟଗ୍ରାହୀ, ରୁଚିକର ଓ ବୃଶ୍ଚିକାଦିର ବିଷ, କଫ, ବାୟୁ, କୁଷ୍ଠ ଓ କ୍ରିମିନାଶକ]

୨. ଏକପ୍ରକାର ସୁଗନ୍ଧ, ସରୁ ଓ ଲମ୍ୱ ପତ୍ରବିଶିଷ୍ଟ ବିଲାତି ଶାକ —୨. The sweet Marjoram.
୩. ଏକ— ପ୍ରକାର କୋକଲି ମାଛ —୩. A kind of small sea- fish.

[ଦ୍ରଷ୍ଟବ୍ୟ —କୋକଲି ୪ ପ୍ରକାର ଯଥା— ୧. ଚାଉଳ ବା ଚାଉଳିଆ କୋକଲି, ୨. ଚାନ୍ଦି କୋକଲି, ୩. କାଉ କୋକଲି, ୪. ମରୁଆ କୋକଲି ମରୁଆ କୋକଲି ଅନ୍ୟ ତିନିପ୍ରକାର କୋକଲିଠାରୁ ଆକାରରେ ବଡ଼ ଓ ଅଧିକ ରୁଚିକର]

୪. ସ୍ତ୍ରୀଲୋକମାନଙ୍କୁ ଦିଆଯିବା ନାମ —୪. A name given to women.



ମରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମାଳେ (ରେ)ଈ—ସ୍ତ୍ରୀ] 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମାରକ)[ସମ୍ପାଦନା]

୧. ଯେ ମାରେ ବା ପ୍ରହାର କରେ —୧. Beating.
୨. ହତ୍ୟାକାରୀ — ୨. Killing.
୩. ଯେଉଁ ବ୍ୟକ୍ତି ଅନ୍ୟ- ବ୍ୟକ୍ତିକୁ କ୍ଷତିରେ ପକାଏ —୩. Putting another to loss.

(ଉ—ଜୟ ମାଲ—ମାରୁଆ—ମଉଳା ଲୋଟା ପ୍ରାଚୀ. ରହସ୍ୟ ମଞ୍ଜରୀ)

୪. ନଷ୍ଟ —୪. Spoiled.
୫. ଦୂଷିତ —୫. Polluted.
୬. ଅନ୍ତଃସାର ଶୂନ୍ୟ — ୬. Unsubstantial.