ମରେଇବା

ଉଇକିଅଭିଧାନ‌ରୁ

ମରେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି:—(ସଂସ୍କୃତ - ମୃ ଧାତୁ ଣିଜନ୍ତି ମାରି ଧାତୁ)[ସମ୍ପାଦନା]

୧. ମାରିବା କ୍ରିୟାର ଣିଜନ୍ତି ରୂପ—(ମିରିବା କ୍ରିୟାରେ ଭିନ୍ନ ଭିନ୍ନ ଅର୍ଥ ଦେଖ) —୧. Causative of Māribā (See).

[ଉ—ଶ୍ରୀକୃଷ୍ଣଙ୍କ ନାତି ଭୀମାର୍ଜୁନ ବଳ, ସକାଶୁଁ ମରାଇଲେ ମଗଧ ଶିଶୁପାଳ କୃଷ୍ଣସିଂହ. ମହାଭାରତ. ଆଦି]

୨. ମରିବା କ୍ରିୟାର ଣିଜନ୍ତିରୂପ — ୨. Causative of the verb Maribā (See).
୩. (ଗ୍ରାମ୍ୟ ଅଶ୍ଳୀଳ; ଗାଳିରେ ବ୍ୟବହୃତ) (ସ୍ତ୍ରୀ ପକ୍ଷରେ) ପୁରୁଷ କାମବୃତ୍ତ ଚରିତାର୍ଥ କରାଇବା —୩. To let oneself be cohabited by another (said of a female).
୪. (ଗ୍ରାମ୍ୟ, ଅଶ୍ଳୀଳ; ଗାଳିରେ ବ୍ୟବହୃତ) (ପିରିଷ ପକ୍ଷରେ) ଗୁଦାମୈଥୁନଦ୍ୱାରା ଅନ୍ୟ ପୁରୁଷର କାମବୃତ୍ତି ଚରିତାର୍ଥ କରାଇବା —୩. To let another commit unnatural sexuality on oneself (said of a male).