ମର୍ତ୍ତ
ଦେଖଣା
ମର୍ତ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ ମରିବା+କର୍ମ, ତ; ଯେଉଁଠାରେ ଜୀବମାନେ ମରନ୍ତି)
[ସମ୍ପାଦନା]- ୧. ଭୂଲୋକ; ପୃଥିବୀ —୧. The earth; the world.
- ୨. (+କର୍ତ୍ତୃ. ତ)ମାନବ; ମନୁଷ୍ୟ —୨. Man.
- ୩. ମାନବ ଜାତି —୩. The mankind.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନଶ୍ୱର; ମରଣଶୀଳ —୧. mortal; subject to decay.
- ୨. ଅନିତ୍ୟ —୨. Temporal.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମରତବା)
[ସମ୍ପାଦନା]ଥର; ବାର —Time.
(ଯଥା— ମୁଁ ତତେ ଏ କଥା ୩ ମର୍ତ୍ତ କହିଲିଣି)